। ଯେତେବେଳେ ଆମେ ପାପ କରୁ, ବଡମାନ୍ୟଙ୍କୁ ଅପମାନ କରୁ, ଦୁଷ୍ଟଙ୍କ ସାଙ୍ଗ କରିବାରେ ଗର୍ବ ବୋଧ କରୁ, ନିଜ ଅଭିମାନ ଓ ଅହଂକାରକୁ ଆଗରେ ରଖୁ – ତେବେ ଭଲ ଦିନ ଦେଖିବା ଦୁର୍ଲଭ ହୁଏ ।
ଭକ୍ତି ବିନା ଜୀବନ ଶୂନ୍ୟ ହୁଏ, ଭଲ କାର୍ଯ୍ୟ ବିନା ଭାଗ୍ୟ ତଳେ ଯାଏ । ଯେଉଁଠି ନୈତିକତା, ଶ୍ରଦ୍ଧା ଓ ଦୟା ନାହିଁ – ସେଠି ଦୁର୍ଭାଗ୍ୟ ଅନିବାର୍ଯ୍ୟ ।
ଯଥା – କାର୍ମ ଶୁଦ୍ଧ କର, ମନ ଶାନ୍ତ କର, ଭଗବାନ ଉପରେ ଆସ୍ଥା ରଖ।
Bad luck doesn't come without reason. It's often the result of negative actions, disrespecting elders, lack of devotion, ego, and supporting wrongdoers. When we move away from good karma, spirituality, and humility, misfortune finds its way into our lives. Clean your heart, stay humble, do good deeds, and trust in God — fortune will follow.

0 Comments