କୃଷ୍ଣଙ୍କ ଅମୃତ ବାଣୀ ଯେଉଁଥିରେ ଅଛି ଜୀବନର ସତ୍ୟ ଓ ଶାନ୍ତି
ଶ୍ରୀକୃଷ୍ଣଙ୍କ ଶିକ୍ଷା ମାନବ ଜୀବନର ଦିଗଦର୍ଶନ ଅତୁଟ ଆଧାର।
ଯେଉଁଠାରେ ସମ୍ମାନ, ମନୋଭାବ, ସମ୍ପର୍କ, ସତ୍ୟ ଓ ଭଲପାଇବା ଅଛି —
ସେଠି ତୁମ ଅବସ୍ଥାନ ଅତି ଆବଶ୍ୟକ।
କୃଷ୍ଣଙ୍କ ମୂଳ ବାଣୀ ହେଉଛି —
ସତ୍ୟରେ ଅତୁଟ ରୁହ, ଭକ୍ତିରେ ନିଷ୍ଠା ରଖ।
କୃଷ୍ଣଙ୍କ ଅମୃତ ବାଣୀ ଯେଉଁଥିରେ ଅଛି ଜୀବନର ସତ୍ୟ ଓ ଶାନ୍ତି
0 Comments