ଗୋମାତାଙ୍କୁ ଖାଇବାକୁ ଦେଲେ – ଧନ, ସମୃଦ୍ଧି ଓ ସୁଖ
କୁକୁରକୁ ଖାଇବାକୁ ଦେଲେ – ଜୀବନ ରକ୍ଷା ଓ ସୁରକ୍ଷା
କଇଁଛକୁ ଖାଇବାକୁ ଦେଲେ – ଧନ ଓ ଐଶର୍ଯ୍ୟ ବୃଦ୍ଧି
କାଉକୁ ଖାଇବାକୁ ଦେଲେ – ପିତୃଦୋଷରୁ ମୁକ୍ତି
ପିମ୍ପୁଡ଼ିକୁ ଖାଇବାକୁ ଦେଲେ – ସୁଖ, ଶାନ୍ତି ଓ ସମୃଦ୍ଧି
ହାତୀଙ୍କୁ ଖାଇବାକୁ ଦେଲେ – ଦୁଃଖ ଓ ପାପରୁ ମୁକ୍ତି
ମାଙ୍କଡକୁ ଖାଇବାକୁ ଦେଲେ – ଶତ୍ରୁ ଓ ଦୁର୍ଘଟଣାରୁ ମୁକ୍ତି
0 Comments